ରଥଯାତ୍ରା ପାଇଁ ଭୁବନେଶ୍ବର-ପୁରୀ ସମସ୍ତ ରାସ୍ତା ସିଲ୍

ରାଜଧାନୀ ଉପକଣ୍ଠର ୫ ଜାଗାରେ ପୁଲିସ ନାକାବନ୍ଦୀ ଭୁବନେଶ୍ବର : ରଥଯାତ୍ରା ପାଇଁ ଲୋକଙ୍କୁ ପୁରୀ ଯିବା ଲାଗି ମନା ଥିବା ବେଳେ ଆଜି ରାତିରେ ଭୁବନେଶ୍ବରରୁ ପୁରୀ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୁଲିସ ସିଲ୍ କରି ଦେଇଛି। ଏ ନେଇ ଆଜି ରାତିରେ କମିସନରେଟ ପୁଲିସର ନିର୍ଦ୍ଦେଶନାମା ପରେ ଭୁବନେଶ୍ବର ଉପକଣ୍ଠର ୫ଟି ରାସ୍ତାକୁ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରୁ ପୁରୀକୁ … Continue reading ରଥଯାତ୍ରା ପାଇଁ ଭୁବନେଶ୍ବର-ପୁରୀ ସମସ୍ତ ରାସ୍ତା ସିଲ୍